Ganjam Administration Allows Danda Jatra With Corvid Guidelines | NandighoshaTV

ଗଂଜାମରେ ପାରମ୍ପରିକ ଦଣ୍ଡଯାତ୍ରାକୁ ପ୍ରଶାସନର ଅନୁମତି । କୋଭିଡ କଟକଣାରେ କେବଳ ଦଣ୍ଡୁଆଙ୍କୁ ନେଇ ଅନୁଷ୍ଠିତ ହେବ ଦଣ୍ଡଯାତ୍ରା । ତେବେ ଦଣ୍ଡଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା କରାଯାଇଛି । ସର୍ବାଧିକ ୨୦୦ଲୋକଙ୍କୁ ନେଇ ହେବ ମାନସିକ ଦଣ୍ଡଯାତ୍ରା । ସ୍ଥାନୀୟ ତହସିଲଦାରଙ୍କ ଅନୁମତିରେ କରିପାରିବେ ଦଣ୍ଡଯାତ୍ରା । Nandighosha TV is the fastest…

Ganjam Administration Allows Danda Jatra With Corvid Guidelines | NandighoshaTV

Source

0
(0)

ଗଂଜାମରେ ପାରମ୍ପରିକ ଦଣ୍ଡଯାତ୍ରାକୁ ପ୍ରଶାସନର ଅନୁମତି । କୋଭିଡ କଟକଣାରେ କେବଳ ଦଣ୍ଡୁଆଙ୍କୁ ନେଇ ଅନୁଷ୍ଠିତ ହେବ ଦଣ୍ଡଯାତ୍ରା । ତେବେ ଦଣ୍ଡଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା କରାଯାଇଛି । ସର୍ବାଧିକ ୨୦୦ଲୋକଙ୍କୁ ନେଇ ହେବ ମାନସିକ ଦଣ୍ଡଯାତ୍ରା । ସ୍ଥାନୀୟ ତହସିଲଦାରଙ୍କ ଅନୁମତିରେ କରିପାରିବେ ଦଣ୍ଡଯାତ୍ରା ।

Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.

Visit Our Website: http://nandighoshatv.com/
Watch Live: http://nandighoshatv.com/live/
YouTube: https://www.youtube.com/c/NandighoshaTV
Facebook: https://www.facebook.com/NandighoshaTV
Twitter: https://twitter.com/NandighoshaTV
Instagram: https://www.instagram.com/nandighoshatv/
#NandighoshaTV #Ganjam #DandaJatra

*Nandighosha TV Is Available On Following DTH Channels*

* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 728
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

0 / 5. 0

Leave a Reply

Your email address will not be published. Required fields are marked *