Odisha Breaking News

Ganjam Administration Allows Danda Jatra With Corvid Guidelines | NandighoshaTV

ଗଂଜାମରେ ପାରମ୍ପରିକ ଦଣ୍ଡଯାତ୍ରାକୁ ପ୍ରଶାସନର ଅନୁମତି । କୋଭିଡ କଟକଣାରେ କେବଳ ଦଣ୍ଡୁଆଙ୍କୁ ନେଇ ଅନୁଷ୍ଠିତ ହେବ ଦଣ୍ଡଯାତ୍ରା । ତେବେ ଦଣ୍ଡଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା କରାଯାଇଛି । ସର୍ବାଧିକ ୨୦୦ଲୋକଙ୍କୁ ନେଇ ହେବ ମାନସିକ ଦଣ୍ଡଯାତ୍ରା । ସ୍ଥାନୀୟ ତହସିଲଦାରଙ୍କ ଅନୁମତିରେ କରିପାରିବେ ଦଣ୍ଡଯାତ୍ରା । Nandighosha TV is the fastest…